ଓଡିଶା

odisha

ETV Bharat / videos

ଆଜାଦି କା ଅମୃତ ମହୋତ୍ସବ, ନୟାଗଡ଼ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା - ନୟାଗଡ଼ ସେବା ଉତ୍ସବ ସମିତି

By

Published : Aug 14, 2022, 8:07 PM IST

ଲଗାଣ ବର୍ଷା ସତ୍ତ୍ୱେ ଦେଶପ୍ରେମରେ ବିଭୋର ଛାତ୍ରଛାତ୍ରୀ । ସାରା ଦେଶ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ, ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ରବିବାର ନୂଆଗାଁ ବ୍ଲକ ସଦର ମହକୁମାଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ୧୫୦ ମିଟର ଜାତୀୟ ପତାକା ଧରି ନୂଆଗାଁ ପରିକ୍ରମା କରାଯାଇଥିଲା । ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details