ଓଡିଶା

odisha

ETV Bharat / videos

ଷ୍ଟିମ୍ଡ ମୋଦକ ସହ ଏଥର କରନ୍ତୁ ବିଘ୍ନ ବିନାୟକଙ୍କ ପୂଜା - steamed modak bhog recipe

By

Published : Sep 12, 2021, 10:29 AM IST

ହିନ୍ଦୁ କ୍ୟାଲେଣ୍ଡର ହିସାବରେ ଏବେ ଚାଲିଛି ଭାଦ୍ରବ ମାସ। ଏହି ମାସ ଆସିଲେ ଲୋକେ ଗଣେଶ ଉତ୍ସବକୁ ଚାହିଁ ରହିଥାନ୍ତି। ଏହି ଉତ୍ସବ ଭାଦ୍ରବ ମାସର ଶୁକ୍ଳପକ୍ଷର ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଧୁମଧାମରେ ଘରକୁ ଆଣେ ଭକ୍ତ। ଶ୍ରୀଗଣେଶଙ୍କ ସ୍ଥାପନା କରିବା ପରେ ପେଡା, ମିଠା, ମୋଦକ ଏବଂ ପ୍ରଭୁଙ୍କ ମନ ପସନ୍ଦର ଭୋଗ ଅର୍ପଣ କରନ୍ତି। ତେବେ ଆଜି ଆମେ ଗଣେଶଙ୍କ ପାଇଁ ପ୍ରସ୍ତୁତ କରିବା ଷ୍ଟିମ୍ଡ ମୋଦକ । ଯାହା ଗଣେଶଙ୍କର ବହୁତ ପ୍ରିୟ । ବାଲ୍ ଗୋପାଳଙ୍କ ଠାରୁ ଆରମ୍ଭ କରି ଗଣେଶଙ୍କ ପର୍ଯ୍ୟନ୍ତ । ସମସ୍ତ ଦେବାଦେବବୀଙ୍କୁ ସନ୍ତୁଷ୍ଟ କରିବାର ଏକ ମାତ୍ର ମାଧ୍ୟମ ମିଷ୍ଠାନ୍ନ(ମିଠା) ନୈବେଦ୍ୟ କରିବା । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ଷ୍ଟିମ୍ଡ ମୋଦକ...

ABOUT THE AUTHOR

...view details