Ind vs SA T20: ଅଭ୍ୟାସ ପାଇଁ ବାରବାଟୀରେ ସାଉଥ ଆଫ୍ରିକା ଟିମ୍ - ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି20 ମ୍ୟାଚ
କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ହେବ ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-20 ମ୍ୟାଚ । ସ୍ବତନ୍ତ୍ର ବସ ଯୋଗେ ଅଭ୍ୟାସ ପାଇଁ ବାରବାଟୀରେ ପହଞ୍ଚିଛନ୍ତି ସାଉଥ ଆଫ୍ରିକା ଟିମ । ଦ୍ବିତୀୟ ଟି-20 ମ୍ୟାଚ ପାଇଁ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ଉଭୟ ଦଳର ଖେଳାଳୀ । ଇଟିଭି ଭାରତ, କଟକ