ଓଡିଶା

odisha

ETV Bharat / videos

ଅଢେଇ ହଜାର ଲୋକ ଜଳବନ୍ଦୀ, ଖାଦ୍ୟ ପହଞ୍ଚାଇଲେ ବିଧାୟକ - ବାଲେଶ୍ବର ନ୍ୟୁଜ

🎬 Watch Now: Feature Video

By

Published : May 27, 2021, 5:34 PM IST

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ତଳନଗର ଓ ସବିରା ପଞ୍ଚାୟତର ଅଢେଇ ହଜାର ଲୋକ ପାଣି ଘେରରେ ରହିଥିବା ସୂଚନା ମିଳିଛି । ବାତ୍ୟା ୟସ ପ୍ରଭାବରେ ବର୍ଷା ଯୋଗୁଁ କେନାଲ ଓ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବର୍ତ୍ତମାନ ଲୋକମାନେ ପାଣି ଘେରରେ ରହିଥିବା ଜଣାପଡିଛି। ପାଣି ଘେରରେ ଥିବା ଲୋକମାନଙ୍କ ପାଖରେ ତଳନଗର ଏନଡିଆରଏଫ ଟିମ ସହାୟତାରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ବିଡ଼ିଓ, ତହସିଲଦାର ଖାଦ୍ୟ ପହଞ୍ଚାଇଛନ୍ତି। ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details