ଓଡିଶା

odisha

ETV Bharat / videos

କୁକୁର ପାଇଁ ଜୀବନକୁ ବାଜି ଲଗାଇଲେ ସାପଧରାଳି, ମରଣମୁହଁରୁ କଲେ ଉଦ୍ଧାର - କୁକୁରକୁ ଉଦ୍ଧାରକଲେ ସାପଧରାଳି ସୋନୁ

By

Published : May 5, 2022, 1:23 PM IST

ଶିମଲା: କିଛି ପଶୁ ପ୍ରେମୀ ଲୋକ ଅଛନ୍ତି ଯେଉଁମାନେ ପଶୁମାନଙ୍କୁ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଇଥାନ୍ତି । ନିକଟରେ ସେମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଯେଉଁଥିରେ କି ସୋନୁ ନାମକ ଜଣେ ସାପଧରାଳି (snake catcher sonu thakur) ପାହାଡରେ ପସି ରହିଥିବା କୁକୁରକୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ କୁକୁରକୁ ଉଦ୍ଧାର କରିଛନ୍ତି (Sonu Thakur rescued the dog)। ଏହି ଦୃଶ୍ୟ ହେଉଛି ହିମାଚଳ ପ୍ରଦେଶ ମରିକର୍ଣ୍ଣ ଘାଟରେ ଥିବା ରୁଦ୍ରନାଗ ପାହାଡର । ଏହି ଭିଡିଓ ଭାଇରାଲ ହେବାପରେ ଲୋକେ ସୋନୁଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।

ABOUT THE AUTHOR

...view details