ଓଡିଶା

odisha

ETV Bharat / videos

ଦିନେ ନୁହେଁ ପ୍ରତିଦିନ ମାଆ ବାପାଙ୍କୁ ଭଲ ପାଇବା ଦରକାର: ଚିତ୍ରକର ସମରେନ୍ଦ୍ର

By

Published : May 9, 2022, 12:04 PM IST

ବାରିପଦା: ବିଶ୍ବ ମାତୃ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବ ଚିତ୍ରକର । ନିଜ ମଆଙ୍କର ଚିତ୍ର କୁ ସ୍ମକ ଆର୍ଟ ମାଧ୍ୟମରେ ଆଙ୍କିଛନ୍ତି ଚିତ୍ରକର ସମରେନ୍ଦ୍ର । ମୟୂରଭଞ୍ଜ ବେତନଟୀ ବ୍ଲକର ଆଗଡା ଗ୍ରାମର ଯୁବ ଚିତ୍ରକର ସମରେନ୍ଦ୍ର ମାଆଙ୍କ ଚିତ୍ର ସ୍ମକ ଆର୍ଟ ମାଧ୍ୟମରେ ଆଙ୍କିଥିବା ଛାତ୍ର ମାନଙ୍କୁ ମଧ୍ୟ ସ୍ମକ ଆର୍ଟ ମାଧ୍ୟମରେ ଚିତ୍ର ଆଙ୍କିବା ବାରିପଦା: ବିଶ୍ବ ମାତୃ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବ ଚିତ୍ରକର । ନିଜ ମଆଙ୍କର ଚିତ୍ରକୁ ସ୍ମକ ଆର୍ଟ ମାଧ୍ୟମରେ ଆଙ୍କିଛନ୍ତି ଚିତ୍ରକର ସମରେନ୍ଦ୍ର । ମୟୂରଭଞ୍ଜ ବେତନଟୀ ବ୍ଲକର ଆଗଡା ଗ୍ରାମର ଯୁବ ଚିତ୍ରକର ସମରେନ୍ଦ୍ର ମାଆଙ୍କ ଚିତ୍ର ସ୍ମକ ଆର୍ଟ ମାଧ୍ୟମରେ ଆଙ୍କିଥିବା ଛାତ୍ର ମାନଙ୍କୁ ମଧ୍ୟ ସ୍ମକ ଆର୍ଟ ମାଧ୍ୟମରେ ଚିତ୍ର ଆଙ୍କିବା ଶିଖାଇଛନ୍ତି । ସ୍ମକ ଆର୍ଟ ମାଧ୍ୟମରେ ମାତୃ ଦିବସର ଶୁଭେଚ୍ଛା ଜଣାଇ କେବଳ ଏହି ଗୋଟିଏ ଦିନ ନୁହେଁ ପ୍ରତ୍ୟେକ ଦିନ ମାଆ ବାପାଙ୍କୁ ଭଲ ପାଇବା ଦରକାର ବୋଲି ବାର୍ତ୍ତା ଦେଇଛନ୍ତି । ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ABOUT THE AUTHOR

...view details