କଂଗ୍ରେସର ନବ ସଂକଳ୍ପ ଶିବିର, ଶରତ କହିଲେ ନୂତନ ଉତ୍ସାହର ସହ ଆଗକୁ ବଢ଼ିବୁ
ଭୁବନେଶ୍ବର: କଂଗ୍ରେସ ସଂଗଠନକୁ ଲୋକପ୍ରିୟ କରାଇବାକୁ ଆରମ୍ଭ ହୋଇଛି ନବ ସଂକଳ୍ପ ଶିବିର । ୨୦୨୪ ଭିଜନ ନେଇ ଏହି ସଂକଳ୍ପ ଶିବିର ଆରମ୍ଭ ହୋଇଛି । ଏଥିରେ କିଛି ବିଧାୟକ ଯୋଗ ନଦେବା ଆଲୋଚନାର ବିଷଯ ପାଲଟିଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଟକ୍କର ଦେବ କଂଗ୍ରେସ । ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ସଞ୍ଜୀବ କୁମାର ରାୟ ।