ଓଡିଶା

odisha

ETV Bharat / videos

ମହାବାହୁଙ୍କ ସନ୍ଧ୍ୟା ଦର୍ଶନ - sandyadarsan

By

Published : Jun 30, 2020, 10:53 PM IST

ପୁରୀ: ବୁଧବାର ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା। ତେବେ ବାହୁଡ଼ା ଯାତ୍ରା ପୂର୍ବ ଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ପୁରାଣ ରେ ବର୍ଣ୍ଣନା ଅନୁଯାୟୀ ଦେବତା ମାନେ ସନ୍ଧ୍ୟା ଦର୍ଶନ ନିମନ୍ତେ ଆଡ଼ପ ମଣ୍ଡପ କୁ ଆସିଥାନ୍ତି। ଏଣୁ ଏହି ସନ୍ଧ୍ୟା ଦର୍ଶନ ମନୁଷ୍ୟ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ। ଏଥିପାଇଁ ପ୍ରବଲ ଭକ୍ତ ସମାଗମ ହୋଇଥାଏ। ତେବେ ଏଥର କରୋନା କଟକଣା ପାଇଁ ଏଥର ସାଧାରଣ ଦର୍ଶନ ବନ୍ଦ ରହିଛି। ତେବେ ସନ୍ଧ୍ୟା ଦର୍ଶନ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି କାନ୍ତି ବଢି ବାହୁଡା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବ। ତେବେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି କଣ ଆସନ୍ତୁ ଜାଣିବା ଜଗନ୍ନାଥ ସଂସ୍କୃତି ପ୍ରଚାରକ ଅଚ୍ୟୁତାନନ୍ଦ ଦାସ ମହାରାଜଙ୍କ ଠାରୁ... ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details