ଓଡିଶା

odisha

ବାଲୁକା କଳା ମାଧ୍ୟମରେ ମିସାଇଲ ମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Oct 15, 2022, 7:32 AM IST

Updated : Oct 15, 2022, 7:55 AM IST

ବ୍ରହ୍ମପୁର: ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମ ଜୟନ୍ତୀ । ବାଲୁକା କଳା ମାଧ୍ୟମରେ ମିସାଇଲ ମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଭାରତରତ୍ନ ଅବଦୁଲ କଲାମ ୧୯୩୧ ମସିହା ଅକ୍ଟୋବର ୧୫ରେ ଜନ୍ମଗ୍ରହଣ କରିଥିଲେ । ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଅନେକ କାର୍ଯ୍ୟ କରିବା ସହ ଦେଶର ୧୧ତମ ଦେଶର ରାଷ୍ଟ୍ରପତି ଭାବରେ ଗୁରୁଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ ଅଗ୍ନି, ତ୍ରିଶୂଳ, ପୃଥ୍ବୀ, ଆକାଶ ଓ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଥିବାରୁ ତାଙ୍କୁ ଭାରତର ମିସାଇଲ ମ୍ୟାନ କୁହାଯାଏ ।
Last Updated : Oct 15, 2022, 7:55 AM IST

ABOUT THE AUTHOR

...view details