ଓଡିଶା

odisha

ETV Bharat / videos

World Environment Day: ଶିଳ୍ପୀ ସୁଦର୍ଶନଙ୍କ ଅପୂର୍ବ ବାଲୁକା କଳା - ଶିଳ୍ପୀ ସୁଦର୍ଶନଙ୍କ ଅପୂର୍ବ ବାଲୁକା କଳା

By

Published : Jun 5, 2022, 9:23 AM IST

ପୁରୀ: ପ୍ରତିବର୍ଷ ଜୁନ 5 ତାରିଖକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଏ । ବିଶେଷ ଭାବେ ଗଛର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସର ଉଦ୍ଦେଶ୍ୟ । ତେବେ ଏହି ବିଶେଷ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା କରିଛନ୍ତି । ଏହା ମାଧ୍ୟମରେ ପରିବେଶର ସୁରକ୍ଷା ପାଇଁ ସେ ବିଶ୍ବବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ।

ABOUT THE AUTHOR

...view details