ଓଡିଶା

odisha

ETV Bharat / videos

ବାଲୁକା କଳାରେ ମା ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ବାର୍ତ୍ତା - ଗଞ୍ଜାମ ତାରାତାରିଣୀ ନୂଆ ମନ୍ଦିର ଖବର

By

Published : May 18, 2022, 10:47 PM IST

ବ୍ରହ୍ମପୁର: ବାଲୁକା କଳାରେ ମାଁ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ବାର୍ତ୍ତା । ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା ତାରାତାରିଣୀ ମନ୍ଦିରର ନୂତନ ପ୍ରସାଦ ପ୍ରତିଷ୍ଠା ଉତ୍ସବ ପାଳନକୁ ନେଇ ସାରା ଜିଲ୍ଲା ଉତ୍ସବମୁଖର । ଏଭଳି ସମୟରେ ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜ ବାଲୁକା କଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ନୂତନ ମନ୍ଦିରର ଉନ୍ନୟନ କାର୍ଯ୍ୟ ସହ ମା’ଙ୍କୁ ସ୍ଥାନୀତ କରିବା ସହିତ ସମସ୍ତେ ମା’ଙ୍କ ପୀଠକୁ ଯାଇ ମାଆଙ୍କୁ ଏହି ଅବସରରେ ଦର୍ଶନ କରି ମା’ଙ୍କ କରୁଣା ଲାଭ କରିବାକୁ ବାର୍ତ୍ତା ଦେଇଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details