ଓଡିଶା

odisha

ETV Bharat / videos

ମନେ ପକାଇଲେ ଅମୂଲ୍ୟ ବର୍ଷ, ବ୍ରିଟେନ୍‌ ରାଣୀ ଏଲଜାବେଥ୍‌ ଦ୍ବିତୀୟଙ୍କୁ ୯୬ ତୋପ ସଲାମୀ - ରାଣୀ ଏଲଜାବେଥ୍‌ ଦ୍ବିତୀୟଙ୍କୁ ତୋପ ସଲାମୀ

By

Published : Sep 9, 2022, 9:26 PM IST

ହାଇଦ୍ରାବାଦ: ୯୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ବ୍ରିଟେନ୍‌ ସାମ୍ରାଜ୍ଞୀ ଏଲିଜାବେଥ୍‌ ଦ୍ବିତୀୟ । ତାଙ୍କ ବିୟୋଗରେ ବ୍ରିଟେନ୍‌ ସ୍ତବ୍ଧ ଥିବା ବେଳେ ସାରା ବିଶ୍ବରେ ଶୋକର ଛାୟା ଖେଳି ଯାଇଛି । ମହାରାଣୀ ଏଲିଜାବେଥ୍‌ଙ୍କୁ ଆଜି ୯୬ ତୋପ ସଲାମୀ ଦିଆଯାଇଛି । ସେ ବିତାଇ ଥିବା ପ୍ରତ୍ୟେକ ବର୍ଷକୁ ମନେ ପକାଇବା ପାଇଁ ୯୬ଟି ତୋପ ସଲାମୀ ଦିଆଯାଇଛି । ୭୦ ବର୍ଷ କାଳ ମହାରାଣୀ ରୂପେ ଦାୟିତ୍ବ ତୁଲାଇଥିଲେ ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟ । ୧୯୫୨ ମସିହାରେ ସେ ମହାରାଣୀ ହୋଇଥିଲେ ।

ABOUT THE AUTHOR

...view details