ଓଡିଶା

odisha

ETV Bharat / videos

ସେବାରତଙ୍କୁ ସବୁଦିନ ସମ୍ମାନ, ସନ୍ଧ୍ୟା 5ଟା ହେଲେ ଅପୂର୍ବ ଦୃଶ୍ୟ - କୋଭିଡ୍ 19

🎬 Watch Now: Feature Video

By

Published : Apr 21, 2020, 10:04 AM IST

ଗାନ୍ଧୀନଗର: ସେବାରତଙ୍କୁ ସବୁଦିନ ଜଣାଉଛୁ ଧନ୍ୟବାଦ। ଯେଉଁମାନେ ପ୍ରତ୍ୟେକ ଦିନ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବାରେ ଘରୁ ବାହାରୁଛନ୍ତି। ଏହାସହ ଅତ୍ୟାବଶକୀୟ ସାମଗ୍ରୀ ପରିବହନକାରୀ,ସଫେଇ କର୍ମଚାରୀ, ଡାକ୍ତରଙ୍କ ମାନେ ଏହି ଜରୁରୀକାଳୀନ ସ୍ଥିତିରେ ଅବିରତ କାର୍ଯ୍ୟ କରିଚାଲିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଦ୍ବାରା ଘୋଷଣା କରାଯାଇଥିବା ଜନତା କର୍ଫ୍ୟୁ ପରଠୁ ଗୁଜୁରାଟ ରାଜକୋଟର ଏକ ସୋସାଇଟି ପ୍ରତ୍ୟେକ ଦିନ ସନ୍ଧ୍ୟା 5ଟାରେ ନିଜ ନିଜ ବାଲକୋନୀରେ ଛିଡା ହୋଇ ଘଣ୍ଟ,ଘଣ୍ଟା,ଶଙ୍ଖ ସହ ତାଳି, ଥାଳି ବଜାଇ କୋରୋନା ମହାମାରୀର ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ABOUT THE AUTHOR

...view details