ଓଡିଶା

odisha

ETV Bharat / videos

ଭକ୍ତ-ଭଗବାନଙ୍କ ମଧ୍ୟରେ ବାଧା ସାଜିଛି କୋରୋନା - report from puri on akshya tritiya

By

Published : Apr 26, 2020, 8:49 PM IST

ଭଗବାନ ଓ ଭକ୍ତ ମଧ୍ୟରେ ବାଧା ସାଜିଛି କୋରୋନା । ଅକ୍ଷୟ ତୃତୀୟା ଅବସରରେ ସମ୍ପନ୍ନ ହୋଇଛି ରଥକାଠ ଅନୁକୂଳ । କୋରୋନା କଟକଣା ଯୋଗୁଁ ଏହି ରଥକାଠ ଅନୂକୂଳ ବାହାରେ ନହୋଇ ଶ୍ରୀମନ୍ଦିରର ମଧ୍ୟରେ ହୋଇଛି । ଏନେଇ ଭକ୍ତ ମନରେ ଦୁଃଖ । ତେବେ କଣ କହୁଛନ୍ତି ଭକ୍ତ ଓ ସେବାୟତ ଏନେଇ ଦେଖନ୍ତୁ ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ...

For All Latest Updates

ABOUT THE AUTHOR

...view details