ଓଡିଶା

odisha

By

Published : Aug 15, 2022, 4:20 PM IST

ETV Bharat / videos

Independence Day 2022: କର୍ମଚାରୀଙ୍କ ସହ ସ୍ୱାଧୀନତା ଦିବସ ପାଳିଲେ ଅମ୍ବାନୀ ପରିବାର

ମୁମ୍ବାଇ: ସାରା ଦେଶ ଧୂମଧାମରେ 76 ତମ ସ୍ବାଧିନତା ଦିବସ ପାଳନ କରୁଛି । ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ (eliance Industries chairman Mukesh Ambani) ଓ ପରିବାର ମଧ୍ୟ ନିଜ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସହ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ମୁମ୍ବାଇ ସ୍ଥିତ କମ୍ପାନୀ ମୁଖ୍ୟାଳୟରେ ପୁରା ଅମ୍ବାନୀ ପରିବାର ଏକାଠି ହୋଇଥିଲେ । ଯେଉଁଠି ମୁକେଶ ଅମ୍ବାନୀ ନିଜ ନାତି ତଥା ବଡ ପୁଅ ଆକାଶ ଅମ୍ବାନୀଙ୍କ ପୁଅ ପୃଥ୍ବୀ ଅମ୍ବାନୀଙ୍କୁ ଧରିଥିବା ବେଳେ ନୀତି ଅମ୍ବାନୀ ତିରଙ୍ଗା ଧରିଛନ୍ତି । ଯାହାର ଭିଡିଓ ଏବେ ଦୃତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ABOUT THE AUTHOR

...view details