ଓଡିଶା

odisha

By

Published : Jul 1, 2022, 5:40 PM IST

ETV Bharat / videos

ବଡଦାଣ୍ଡରେ ଜନସମୁଦ୍ର, ଭାବବିହ୍ବଳ ଭକ୍ତ

ପୁରୀ: ବଡ଼ ଦାଣ୍ଡରେ ଭକ୍ତ ସମୁଦ୍ର । ହରିବୋଲ ହୁଳହୁଳିରେ ଗଡି ଚାଲିଛି ରଥ । ରଥରେ ଭାଇ ଭଉଣୀକୁ ସାଙ୍ଗରେ ନେଇ ମାଉସୀ ମା' ଘରକୁ ଯାଉଛନ୍ତି ବଡ଼ ଠାକୁର । ଆଗେ ଆଗେ ଗଡୁଛି ବଡ ଭାଇ ଶ୍ରୀବଳଭଦ୍ରଙ୍କ ରଥ । ପଛକୁ ଗଡିଚାଲିଛି ଦେବୀ ସୁଭଦ୍ରାଙ୍କ ରଥ । ଭାଇ ଭଉଣୀଙ୍କ ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ଠାକୁର । ବଡ଼ ଦାଣ୍ଡରୁ ଦେଖନ୍ତୁ ସେହି ଅପୂର୍ବ ଦୃଶ୍ୟ

ABOUT THE AUTHOR

...view details