ଓଡିଶା

odisha

By

Published : Jul 1, 2022, 4:55 PM IST

ETV Bharat / videos

Rath Yatra: ବଡଦାଣ୍ଡରେ କାଳିଆ, ଗଡି ଗଡି ଚାଲିଛି ତିନି ରଥ

ପୁରୀ: ବଡଦାଣ୍ଡକୁ ଓହ୍ଲାଇଛନ୍ତି କାଳିଆ ସାଆନ୍ତେ । ଗଡି ଗଡି ଚାଲିଛି ତିନି ରଥ । ଭକ୍ତ ଗହଣରେ ଭାଇ-ଭଉଣୀକୁ ନେଇ ରଥରେ ମାଉସୀ ଗୁଣ୍ଡିଚା ମା' ଘରକୁ ଯାଉଛନ୍ତି ମହାବାହୁ । ଘଣ୍ଟଘଣ୍ଟା, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଟିକିଏ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଲାଗିଛି । ସମସ୍ତେ ରଥାରୁଢ କାଳିଆ ସାଆନ୍ତେଙ୍କୁ ଦର୍ଶନ କରି ଭାବ ବିହ୍ବଳ ହୋଇପଡୁଛନ୍ତି ।

ABOUT THE AUTHOR

...view details