ଓଡିଶା

odisha

ETV Bharat / videos

ସଜବାଜରେ ସଜେଇ ହେଲେ କୁଆଁରୀ

By

Published : Jun 13, 2021, 6:07 PM IST

ଭୁବନେଶ୍ବର: ଓଡ଼ିଶା କୃଷିଭିତ୍ତିକ ସଂସ୍କୃତି ଓ ପରମ୍ପରାର ବଡ଼ ପର୍ବ ‘ରଜ’ । କୋରୋନା ମହାମାରୀ ଓ ଲକଡାଉନ କଟକଣା ପାଇଁ ଏଥର ମଧ୍ୟ ଫିକା ପଡିବ ଏହି ପର୍ବ । ତେବେ କଟକଣା ମଧ୍ୟରେ ବି ରାଜଧାନୀରେ ଅନେକ କୁଆଁରୀ ଝିଅ ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ରଜ ପାଳନ କରୁଛନ୍ତି। ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details