ଓଡିଶା

odisha

ETV Bharat / videos

ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ରାଇରଙ୍ଗପୁର ବିଧାୟକଙ୍କ ପ୍ରତିକ୍ରିୟା

By

Published : Jun 22, 2022, 12:27 PM IST

Updated : Jun 22, 2022, 12:33 PM IST

ରାଇରଙ୍ଗପୁର: ବିଜେପିର ଆଦିବାସୀ ଚେହରା ତଥା ଝାଡ଼ଖଣ୍ଡ ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଏନଡିଏ । ଏ ନେଇ ଓଡିଶାରେ ଖୁସିର ମାହୋଲ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ । ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରୁ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିବା ବେଳେ ଏନଏସିରେ କାଉନସିଲର ଓ ପରେ ଭାଇସ ଚେୟାରମ୍ୟାନ ହୋଇଥିଲେ । କିପରି ଥିଲା ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା ଶୁଣନ୍ତୁ ।
Last Updated : Jun 22, 2022, 12:33 PM IST

ABOUT THE AUTHOR

...view details