ରାଇ ଭାଇ ଏମିତି କରିଛନ୍ତି ମୁଁ ବିଶ୍ବାସ କରିପାରୁନାହିଁ: ସିଦ୍ଧାନ୍ତ ମହାପାତ୍ର
ଭୁବନେଶ୍ବର: ରାଇ ଭାଇ ଏମିତି କରିଛନ୍ତି ବିଶ୍ବାସ କରିପାରୁନାହିଁ । ଜଣେ ଉଚ୍ଚକୋଟୀର କଳାକାର ଥିଲେ । ଆମେ ଏକାଠି ଅନେକ କାମ କରିଛୁ । ସେ ଇଣ୍ଡଷ୍ଟ୍ରୀର ଜଣେ ସ୍ତମ୍ଭ ଥିଲେ । ତାଙ୍କ ଭଳି ଜଣେ ସଂଘର୍ଷରୁ ସଫଳତା ପାଇଥିବା ବ୍ୟକ୍ତିତ୍ବ ଏମିତି କାହିଁକି କଲେ? ଏଭଳି ଅନେକ କଥା କହିଛନ୍ତି ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ।