ଓଡିଶା

odisha

ETV Bharat / videos

ଗ୍ରହରାଜ ଶନିଶ୍ଚରଙ୍କର ମହାପର୍ବ ଉତ୍ସବ, ରାଛିପୁର ଶନି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ - ଦାନଗଦି ଶନିଶ୍ଚରଙ୍କର ମହାପର୍ବ

🎬 Watch Now: Feature Video

By

Published : May 7, 2022, 8:02 PM IST

ଯାଜପୁର: ଆଜି(ଶନିବାର) ହେଉଛି ଗ୍ରହରାଜ ଶନିଶ୍ଚରଙ୍କର ମହାପର୍ବ । ଏହି ଅବସରରେ ଯାଜପୁର ଜିଲ୍ଲାର ପ୍ରତ୍ୟେକ ଶନି ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ଼ । ବିଶେଷ ଭାବରେ ଯାଜପୁର ଦାନଗଦି ବ୍ଲକ ରାଛିପୁର ଶନି ମନ୍ଦିରରେ ଭକ୍ତିର ସହିତ ହଜାର ହଜାର ଭକ୍ତ ପହଞ୍ଚିଛନ୍ତି । ପ୍ରଥମେ ଭକ୍ତମାନେ ପ୍ରଭୁ ଶନି ଦେବଙ୍କ ନିକଟରେ ଜଳାଭିଷେକ କରିବା ସହିତ ପୂଜାର୍ଚ୍ଚନା କରି ନିଜ ପରିବାରର ମଙ୍ଗଳ କାମନା କରିଥିଲେ।

ABOUT THE AUTHOR

...view details