ଓଡିଶା

odisha

ରାବଣ ପୋଡ଼ି, ଆତସବାଜିରେ କମ୍ପିଲା ଝାରପଡ଼ା

By

Published : Oct 6, 2022, 7:23 AM IST

Published : Oct 6, 2022, 7:23 AM IST

ଭୁବନେଶ୍ବର: ବିଜୟା ଦଶମୀ ଅବସରରେ ଝାରପଡ଼ା ମେଳଣ ପଡ଼ିଆରେ ଆତସବାଜି ସହିତ ସରିଲା ରାବଣ ପୋଡ଼ି ଉତ୍ସବ । ଦୁଇବର୍ଷର କୋଭିଡ କଟକଣା ପରେ ଏହି ରାବଣ ପୋଡ଼ିକୁ ଅନୁମତି ମିଳିଥିବାରୁ ଏହା ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏଥିରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ ।

ABOUT THE AUTHOR

...view details