ତୃତୀୟ ଦିନରେ ସେବାୟତଙ୍କ କୋରୋନା ଟେଷ୍ଟ - ତୃତୀୟ ଦିନରେ ସେବାୟତଙ୍କ କୋରୋନା ଟେଷ୍ଟ
ପୁରୀ: ରଥ କାମରେ ନିୟୋଜିତ ଥିବା ସେବାୟତଙ୍କ ତୃତୀୟ ପର୍ଯ୍ୟାୟର ତୃତୀୟ ଦିନର କୋରୋନା ଟେଷ୍ଟ ଆରମ୍ଭ ହୋଇଛି । ଏହା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ । ସେବାୟତମାନେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ