ଓଡିଶା

odisha

ETV Bharat / videos

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଙ୍ଗଲ ସଫାରୀ, ଦେଖନ୍ତୁ ଭିଡିଓ...

By

Published : Oct 30, 2020, 8:26 PM IST

ଗାନ୍ଧୀନଗର: ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନର୍ମଦା ନଦୀକୂଳରେ ଅବସ୍ଥିତ କେଭଡିଆର ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନରେ ଜଙ୍ଗଲ ସଫାରୀ କରିଛନ୍ତି । ସେ ଏହି ସମୟରେ ବିଭିନ୍ନ ପଶୁପକ୍ଷୀଙ୍କୁ ବୁଲି ଦେଖିବା ସହ ବାଘ ଏନକ୍ଲୋଜର ଗୁଡିକ ଦେଖିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହ ଗସ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ABOUT THE AUTHOR

...view details