ଓଡିଶା

odisha

ETV Bharat / videos

ବନ୍ୟାବେଳେ ଦରବୃଦ୍ଧି, କଟକ ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ

By

Published : Aug 25, 2022, 1:30 PM IST

କଟକ ମାଲଗୋଦାମରେ ଖାଦ୍ୟ ଯୋଗାଣ ବିଭାଗର ଚଢ଼ାଉ । ବନ୍ୟା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏବଂ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ତିନିଜଣିଆ ଟିମ ମାଲଗୋଦାମର ହୋଲସେଲ ଏବଂ ରିଟେଲ ଦୋକାନରେ ଚଢ଼ାଉ କରିଛି । ପନିପରିବା ଛଡା ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କୌଣସି ଦର ବୃଦ୍ଧି ହୋଇନାହିଁ ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ । ତେଣୁ ଏପରି ସ୍ଥଳେ ଖାଦ୍ୟ ସାମଗ୍ରୀକୁ ଉଚ୍ଚ ଦର ରେ ବିକ୍ରି ଓ ଗଛିତ ରଖିବା ଦିଗରେ ଏହି ଯାଞ୍ଚ ଜାରି ରହିବ ବୋଲି କହିଛନ୍ତି ଅଧିକାରୀ । ଇଟିଭି ଭାରତ, କଟକ

ABOUT THE AUTHOR

...view details