ଓଡିଶା

odisha

ETV Bharat / videos

ଝରଣାରେ ଭାସିଯାଉଥିଲେ ଆଇନଜୀବୀ, ଜୀବନ ବଞ୍ଚାଇଲେ କନେଷ୍ଟବଳ - ଆଇନଜୀବିଙ୍କ ଜୀବନ ବଞ୍ଚାଇଲେ କନେଷ୍ଟବଳ

🎬 Watch Now: Feature Video

By

Published : Jul 10, 2022, 12:53 PM IST

ମୁମ୍ବାଇ: ଝରଣାର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ଆଇନଜୀବୀଙ୍କ ଜୀବନ ବଞ୍ଚାଇଲେ ପୋଲିସ କନେଷ୍ଟବଳ। ଏଭଳି ଘଟଣା ଘଟିଛି ପୁଣେର ବାଗୁଲ ଉଦୟନର ପାର୍କ ନିକଟରେ । ଗତ ଶୁକ୍ରବାର ରାତି ପ୍ରାୟ ୬ଟା ୩୦ରେ ଏହି ଘଟଣା ଘଟିଥିବା ଜଣାପଡିଛି । ଆଇନଜୀବୀ ଜଣଙ୍କ ହେଉଛନ୍ତି ସ୍ବପନିଲ ପୋତେ । କୌଣସି କାରଣକୁ ନେଇ ଝରଣାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପାଣିର ପ୍ରଖରେ ସ୍ରୋତରେ ସେ ଭାସିଯାଉଥିବା ବେଳେ ଦନ୍ତଓ୍ବାଡି ପୋଲିସ ଷ୍ଟେସନର କନେଷ୍ଟବଳ ସଦାମ ଶେଖ ତାଙ୍କୁ ଉଦ୍ଧାର କରିଥିଲେ ।

ABOUT THE AUTHOR

...view details