ଓଡିଶା

odisha

ETV Bharat / videos

ଦୁଇ କୁକୁର ଆକ୍ରମଣରେ ବୃଦ୍ଧ ଗୁରୁତର, ଦେଖନ୍ତୁ ଭିଡିଓ - pitbull dog attack

By

Published : Mar 14, 2020, 3:14 PM IST

କୁକୁର ଆକ୍ରମଣରେ ଶିକାର ହୋଇଛନ୍ତି ଜଣେ ବୃଦ୍ଧ । ଲୋକଙ୍କୁ ଲହୁଲୁହାଣ କରି ସମସ୍ତଙ୍କ ଭିତରେ ଏକ କୋକୁଆ ଭୟ ପରିସ୍ଥିତି ସୃଷ୍ଟି କରୁଛନ୍ତି ଏହି ପୋଷା ଜନ୍ତୁ। ତେବେ ରାସ୍ତାରେ ଯିବା ବେଳେ ଏହି କୁକୁରଙ୍କ ଆକ୍ରମଣ ଶିକାର ହୋଇ ଜଳନ୍ଧରର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇଟି କୁକୁର ବୃଦ୍ଧ ଜଣକୁ ରାସ୍ତା ମଝିରେ କିଲବିଲ କରି କ୍ଷତାକ୍ତ କରିଥିଲେ। ଏହାପରେ ପାଖରେ ଉପସ୍ଥିତ ଥିବା ଲୋକଙ୍କ ଦ୍ବାରା ବୃଦ୍ଧଙ୍କୁ ରକ୍ଷା କରାଯାଇଥିଲା।

ABOUT THE AUTHOR

...view details