ଓଡିଶା

odisha

ETV Bharat / videos

ଦାୟିତ୍ବ ଗ୍ରହଣ କଲେ କଟକ DCP, ଅପରାଧୀଙ୍କୁ ଦେଲେ କଡ଼ା ଚେତାବନୀ - କଟକ ଡିସିପିଙ୍କ ଦାୟିତ୍ବ ଗ୍ରହଣ ପରେ ପ୍ରତିକ୍ରିୟା

By

Published : May 9, 2022, 7:41 PM IST

କଟକ: କଟକ ଡିସିପି ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ପିନାକ ମିଶ୍ର । ଏହି ଅବସରରେ ସେ ଅପରାଧୀଙ୍କୁ କଡା ଚେତାବନୀ ଦେଇଛନ୍ତି । ଅପରାଧ ଛାଡିଦିଅ ନଚେତ କଟକ ଛାଡ଼ ବୋଲି ଅପରାଧୀମାନଙ୍କୁ ସେ କହିଛନ୍ତି । ଅପରାଧ ଦମନ ସହିତ ନିଶା କାରବାର ଓ ସାଇବର ଅପରାଧ ରୋକିବା ପାଇଁ କଟକ ପୋଲିସ ଯେଉଁଭଳି କାମ କରିଛି ସେହି କାମ ଆଗାମୀ ଦିନରେ ମଧ୍ୟ ବଜାୟ ରହିବ। ବିଶେଷ କରି ପୋଲିସ ସେବାକୁ ଲୋକାଭିମୁଖୀ କରିବା ଦିଗରେ ଅଧିକ ଧ୍ୟାନ ଦିଆଯିବ ବୋଲି କହିଛନ୍ତି କଟକର ନୂଆ ଡିସିପି ପିନାକ ମିଶ୍ର । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details