ଯାଜପୁରରେ ପ୍ରଥମ କୋରୋନା ପଜିଟିଭ ପରେ ଲୋକ ଭୟଭୀତ - corona update
ଯାଜପୁର ବ୍ରହ୍ମବରଦାରେ କୋରୋନା ଭାଇରସର ପ୍ରଥମ ପଜିଟିଭ ଚିହ୍ନଟ ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଇଛି । ଜିଲ୍ଲାରେ ଅନେକ କଳକାରଖାନ ଗଢି ଉଠିଛି ସେଥିପାଇଁ ଏଠାକୁ ପ୍ରତେକ ଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି। । ଏଥିପାଇଁ କୋରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି । ତେବେ, ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ବାହାରିବା ପରେ,କେତେ ଭୟଭୀତ ଅଛନ୍ତି ଯାଜପୁରବାସୀ , ସେନେଇ ସାଧାରଣ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଜ୍ଞାନ ରଞ୍ଜନ ଓଝା।