ଓଡିଶା

odisha

ETV Bharat / videos

ଚଳନ୍ତା ଗାଡିରୁ ଅଲଗା ହୋଇଗଲା ଡାଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ଚଳନ୍ତା ଗାଡିରୁ ଅଲଗା ହୋଇଗଲା ଡାଲା

By

Published : May 30, 2022, 1:10 PM IST

ମୁମ୍ବାଇ: ମହାରାଷ୍ଟ୍ରର ନାସିକରୁ ଆସିଲା ଛାତିଥରା ଦୃଶ୍ୟ । କେହି କିଛି ବୁଝିବା ଆଗରୁ ଚଳନ୍ତା ଗାଡିରୁ ଅଲଗା ହୋଇଗଲା ଡାଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୫ରୁ ୨୦ ଯାତ୍ରୀ । ଏକ ବୁଲାଣି ନିକଟରେ ଗାଡିର ଡାଲାଟି ଖସିପଡିଥିଲା । ଫଳରେ ସମସ୍ତ ଶ୍ରମିକେ ତଳେ ପଡିଯାଇଥିଲେ । ଯାହାର ଭିଡିଓ ସିସଟିଭି ଫୁଟେଜରେ କଏଦ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ABOUT THE AUTHOR

...view details