ଓଡିଶା

odisha

ETV Bharat / videos

Cyclone Jawad ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ

By

Published : Dec 2, 2021, 12:14 PM IST

କଟକ: ସମ୍ଭାବ୍ୟ ବାତ୍ୟା ଜଓ୍ବାଦ (Cyclone Jawad)ର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ (Odisha Fire Department )। ଏଥିପାଇଁ ବିଭାଗର ମୋଟ ୪୭ଟି ୟୁନିଟକୁ ସଜାଗ ରଖାଯାଇଥିବାବେଳେ ପ୍ରଭାବ ନଥିବା ଜିଲ୍ଲା ଗୁଡ଼ିକରେ ନିୟୋଜିତ ଥିବା ଅତିରିକ୍ତ ଟିମ କୁ କଟକ ଡକାଯାଇଛି । ତେବେ ସ୍ବତନ୍ତ୍ର ରିଲିଫ କମିଶନର (Special Relief Commissioner) ପ୍ରଦୀପ କୁମାର ଜେନାଙ୍କ ନିର୍ଦ୍ଦେଶନାମା ଆସିବା ପରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details