Odisha New Cabinet: ଶପଥ ଗ୍ରହଣ ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା - ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୨୧ ମନ୍ତ୍ରୀ । ଶପଥ ଗ୍ରହଣ ପରେ ପ୍ରତିକ୍ରିୟା ରଖିଛନ୍ତି ସମସ୍ତ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯେଉଁ ବିଭାଗ ଦେଲେ ମଧ୍ୟ ଦାୟିତ୍ବର ସହ ବହନ କରିବେ ବୋଲି କହିଛନ୍ତି ସମସ୍ତ ନୂଆ ମନ୍ତ୍ରୀ ।
Last Updated : Jun 6, 2022, 7:14 AM IST