ନେଟୱାର୍କ ସମସ୍ୟା: ଗଛରେ ଚଢି ନିଆରା ପ୍ରଦର୍ଶନ - Network Problem at Hingoli
ମୁମ୍ବାଇ: ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ । ବାରମ୍ବାର ନେଟଓ୍ବାର୍କ ସମସ୍ୟା ଉପୁଜୁଥିବାରୁ ଗଛରେ ଚଢି ବିରୋଧ ପ୍ରଦର୍ଶନ କରିଛନ୍ତି ମୋବାଇଲ ଉପଭୋକ୍ତା । ବର୍ତ୍ତମାନ ସମୟରେ ସଭିଙ୍କ ପାଇଁ ମୋବାଇଲ ଅତ୍ୟାବଶ୍ୟକ କହିଲେ ଚଳେ । ତେବେ ମହାରାଷ୍ଟ୍ର ଟାକୋଡା ହିଙ୍ଗୋଲି ଜିଲ୍ଲାବାସୀ ନେଟଓ୍ବାର୍କ ସମସ୍ୟା ଭୋଗୁଥିବାରୁ ଏପରି ଅଭିନବ ପ୍ରତିବାଦ କରିଛନ୍ତି । ଜଣକ ପରେ ଜଣେ ଗଛରେ ଚଢି ନେଟୱାର୍କକୁ ଅପେକ୍ଷା କରିଛନ୍ତି ।