ଓଡିଶା

odisha

Watch Video: ଯାଜପୁରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

By

Published : Jun 29, 2022, 5:14 PM IST

ଯାଜପୁର: ଆଜି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ନେତ୍ରୋତ୍ସବ । ସ୍ନାନ ପୂର୍ଣ୍ଣମୀ ଠାରୁ ଦୀର୍ଘ ୧୫ ଦିନ ଅନବସର ଗୃହରେ ରହିବା ପରେ ଆଜି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଏହି ଅବସରରେ ଯାଜପୁର ବ୍ୟାସନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କର ପୂଜାର୍ଚ୍ଚନା ଶେଷ ହେଇଛି । ଏଠାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କର ନବଯୌବନ ଦର୍ଶନ କରିବା ପାଇଁ ଶହଶହ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details