ଓଡିଶା

odisha

ETV Bharat / videos

ଏଥର ଗଣେଶ ପୂଜାରେ ଭୋଗ ଲଗାନ୍ତୁ ମୁଗଡାଲି ମୋଦକ - muga dali modaka bhog recipe

By

Published : Sep 9, 2021, 12:43 PM IST

ହିନ୍ଦୁ କ୍ୟାଲେଣ୍ଡର ହିସାବରେ ଏବେ ଚାଲିଛି ଭାଦ୍ରବ ମାସ। ଏହି ମାସ ଆସିଲେ ଲୋକେ ଗଣେଶ ଉତ୍ସବକୁ ଚାହିଁ ରହିଥାନ୍ତି। ଏହି ଉତ୍ସବ ଭାଦ୍ରବ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଧୁମଧାମରେ ଘରକୁ ଆଣେ ଭକ୍ତ। ଶ୍ରୀଗଣେଶଙ୍କ ସ୍ଥାପନା କରିବା ପରେ ପେଡା, ମିଠା, ମୋଦକ ଏବଂ ପ୍ରଭୁଙ୍କ ମନ ପସନ୍ଦର ଭୋଗ ଅର୍ପଣ କରନ୍ତି। ତେବେ ଆଜି ଆମେ ଗଣେଶଙ୍କ ପାଇଁ ପ୍ରସ୍ତୁତ କରିବା ମୁଗ ଡାଲି ମୋଦକ । ଯାହା ଗଣେଶଙ୍କର ବହୁତ ପ୍ରିୟ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ମୁଗ ଡାଲି ମୋଦକ...

ABOUT THE AUTHOR

...view details