ଓଡିଶା

odisha

By

Published : Aug 22, 2022, 12:53 PM IST

ETV Bharat / videos

ଦହି ହାଣ୍ଡି ଉତ୍ସବରେ ଗୋବିନ୍ଦାଙ୍କ ସହ ଠୁମକା ଲଗାଇଲେ ସାଂସଦ ନବନୀତ ରାଣା

ଅମରାବତୀ: ଦହି ହାଣ୍ଡି ଉତ୍ସବରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସହ ନାଚିଲେ ସାଂସଦ ନବନୀତ ରାଣା । ଅମରାବତୀର ନାଭାଥେ ଚୋକରେ ଯୁବ ସ୍ବାଭିମାନ ସଂଗଠନ ତରଫରୁ ଦହି ହାଣ୍ଡି ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିନେତା ଗୋବିନ୍ଦା ସାମିଲ ହୋଇ ନିଜ ଅଭିନିତ ଫିଲ୍ମର ଏକ ଗୀତରେ ଡ୍ୟାନ୍ସ କରିଥିଲେ । ଗୋବିନ୍ଦାଙ୍କ ନବନୀତ ରାଣା ମଧ୍ୟ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details