ଓଡିଶା

odisha

ETV Bharat / videos

ନିଦରେ ଟଳମଳ ଛୁଆହାତୀ, ମଣିଷଙ୍କ ସାହାଯ୍ୟ ନେଲା ମା’ - elephant wake her sleeping baby and asks the keepers for help

By

Published : Mar 5, 2021, 10:37 PM IST

ସେ ମଣିଷ ହେଉ ଅବା ପଶୁ ନିଜ ଛୁଆ ପାଇଁ ସମସ୍ତଙ୍କ ମନରେ ଭରି ରହିଥାଏ ସ୍ନେହ ଆଉ ଶ୍ରଦ୍ଧା । ନିଜ ଛୁଆ ପାଇଁ ସବୁବେଳେ ଚିନ୍ତା କରିଥାଏ ମା’ । ଏହି ଭିଡିଓଟିକୁ ଦେଖନ୍ତୁ... କିପରି ହାତୀଟି ନିଜ ଶୋଇଥିବା ଛୁଆ ହାତୀଟିକୁ ଉଠାଇବାକୁ ଚେଷ୍ଟା କରୁଛି । ମାତ୍ର ଛୁଆ ହାତୀଟି ନ ଉଠିବାରୁ ସେଠାରେ ଥିବା କିଛି ଲୋକଙ୍କୁ ଇସାରାରେ ଡାକି ନିଜ ଛୁଆକୁ ଉଠାଇଛି ।

ABOUT THE AUTHOR

...view details