ଓଡିଶା

odisha

ETV Bharat / videos

Sambalpuri Din: ପଶ୍ଚିମ ଓଡିଶା ଲୋକ ପ୍ରତିନିଧି ଜଣାଇଲେ ଶୁଭେଚ୍ଛା - ପଶ୍ଚିମ ଓଡିଶା ଲୋକ ପ୍ରତିନିଧି ଜଣାଇଲେ ଶୁଭେଛା

🎬 Watch Now: Feature Video

By

Published : Aug 1, 2022, 5:15 PM IST

ଆଜି ତଥା ଅଗଷ୍ଟ 1 ତାରିଖରେ ଧୁମଧାମରେ ପାଳିତ ହେଉଛି ସମ୍ବଲପୁରୀ ଦିବସ (Sambalpuri Din)। ପ୍ରଖ୍ୟାତ ସମ୍ବଲପୁରୀ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ ପଶ୍ଚିମ ଓଡ଼ିଶାରେ ଏହି ଦିବସକୁ ପାରମ୍ପରିକ ବାଦ୍ୟ, ନାଚ, ଗୀତ ତାଳେ ତାଳେ ପାଳିତ ହେଉଛି। ସମଗ୍ର ପଶ୍ଚିମାଞ୍ଚଶ ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ସମ୍ବଲପୁରୀ ଦିନ । ଏହି ଅବସରରେ ପଶ୍ଚିମ ଓଡିଶାର ବିଧାୟକ ମନ୍ତ୍ରୀ ମାନେ ମଧ୍ୟ ଶୁଭେଛା ଜଣାଇଛନ୍ତି ।

ABOUT THE AUTHOR

...view details