ଓଡିଶା

odisha

By

Published : Jul 5, 2022, 5:17 PM IST

ETV Bharat / videos

ନଦୀ ଜଳ ସଂରକ୍ଷଣ କରାଯାଉ ନାହିଁ କିନ୍ତୁ ଛତିଶଗଡକୁ ଦୋଷ ଦେଉଛେ: ସୌମ୍ୟ

ଭୁବନେଶ୍ବର: ରାଜ୍ୟରେ ଜଳ ସଂରକ୍ଷଣ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ କହିଛନ୍ତି ମହାନଦୀକୁ ନେଇ ଆମେ ଛତିଶଗଡ ନାଁରେ ଅଭିଯୋଗ କରୁଛୁ। କିନ୍ତୁ ମହାନଦୀ ଏବଂ ଅନ୍ୟ ନଦୀ ଗୁଡିକର ଜଳକୁ ସଂରକ୍ଷଣ କରାଯାଉ ନାହିଁ । କୁଆଖିଆ ପାଣି ସମୁଦ୍ରକୁ ବୋହିଯାଉଛି । କୁଆଖାଇରେ ବ୍ୟାରେଜ ନିର୍ମାଣ କରନ୍ତୁ ସରକାର । ଏହାସହ ଭୁବନେଶ୍ୱର ଚାରି ପାଖରେ ଜଳ ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରିଛନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ?

ABOUT THE AUTHOR

...view details