ଓଡିଶା

odisha

By

Published : Aug 31, 2022, 5:43 PM IST

ETV Bharat / videos

ପାର୍ବଣ ପୂର୍ବରୁ କାମ ସାରିବାକୁ ସିଏମସିକୁ ମୋକିମଙ୍କ ତାଗିଦ

କଟକ: ଚାରି ଆଡ଼େ ଆରମ୍ଭ ହୋଇଗଲାଣି ପାର୍ବଣର ପ୍ରସ୍ତୁତି । କୋରୋନା କଟକଣାର ଦୁଇ ବର୍ଷ ପରେ ପାର୍ବଣ ପାଳିବେ କଟକବାସୀ । କିନ୍ତୁ ପାର୍ବଣ ପୂର୍ବରୁ ଯେଉଁ ବିକାଶ ମୂଳକ କାର୍ଯ୍ୟ ଶେଷ ହେବା କଥା ତାହା ଆରମ୍ଭ ବି ହୋଇନଥିବା ଅଭିଯୋଗ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । କଟକର ପ୍ରସିଦ୍ଧ ଦଶହରା ଯାତ୍ରା ଦେଖିବାକୁ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଆସିଥାନ୍ତି । ତେବେ ଏହି ସବୁ ଅବ୍ୟବସ୍ଥା ଦେଖିଲେ ପ୍ରଶାସନ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ । ତେଣୁ ଶୀଘ୍ର ଏହି ଦିଗରେ ନଜର ଦେବାକୁ କହିଛନ୍ତି ବିଧାୟକ । ଇଟିଭି ଭାରତ, କଟକ

ABOUT THE AUTHOR

...view details