ଓଡିଶା

odisha

ETV Bharat / videos

‘ମୁଁ ଫିଙ୍ଗିନି ବରଂ କିଏ ନୂଆ ବିଧାୟକ ଫିଙ୍ଗିଥିବେ’

By

Published : Apr 3, 2021, 8:27 PM IST

Updated : Apr 3, 2021, 10:56 PM IST

ଭୁବନେଶ୍ବର: ଚୋରି ପରେ ସିନା ଜୋରି ! ଗୃହରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିବା ପରେ ଖୁଲମଖୁଲା ଘଟଣାକୁ ଅସ୍ବୀକାର କରିଛନ୍ତି ଧାମନଗର ବିଧାୟକ । ଖାଲି ଅସ୍ବୀକାର ତ କରିନାହାନ୍ତି ବରଂ ଗଣମାଧ୍ୟମ କର୍ମୀଙ୍କ ସହିତ ଅବାନ୍ତର ଯୁକ୍ତି କରିଛନ୍ତି । ମୁଁ ଫିଙ୍ଗିନି ବରଂ କିଏ ନୂଆ ବିଧାୟକ ଫିଙ୍ଗିଥିବେ ବୋଲି ବିତଣ୍ଡା ଯୁକ୍ତି ବାଢିଛନ୍ତି ବିଧାୟକ ବିଷ୍ଣୁ ସେଠୀ । ଦେଖନ୍ତୁ ଭିଡିଓ... ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Apr 3, 2021, 10:56 PM IST

ABOUT THE AUTHOR

...view details