ଓଡିଶା

odisha

ETV Bharat / videos

ମାଟ୍ରିକ ଫଳାଫଳ ନେଇ ମୁଁ ଖୁସି, ଗଣଶିକ୍ଷା ମନ୍ତ୍ରୀ

By

Published : Jul 6, 2022, 4:52 PM IST

କଟକ : ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଚଳିତବର୍ଷ ୯୦.୫୫ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ A1ରେ 8119 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଯାହାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୧୦୦ ଦିନିଆ କ୍ଳାସ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହୋଇଥିଲା । ତେବେ ଏନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

...view details