ଓଡିଶା

odisha

ETV Bharat / videos

Babushaan Row: ପ୍ରକୃତି ମିଶ୍ରଙ୍କ ବାପା ରଖିଲେ ପ୍ରତିକ୍ରିୟା - ବାବୁଶାନ ତୃପ୍ତି ପ୍ରକୃତି ବିବାଦ

By

Published : Jul 29, 2022, 7:43 PM IST

ଭୁବନେଶ୍ବର: ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି ମିଶ୍ରଙ୍କ ବାପା ତଥା ଜଣାଶୁଣା ଗୀତିକାର ମନ୍ମଥ ମିଶ୍ର । ସେ କହିଛନ୍ତି, "ଏଇଟା ସମାଧାନ ହୋଇଯିବା ଦରକାର । ବାବୁଶାନ ଫ୍ୟାମିଲି ଭିତରେ ଆଗେ ସେମାନେ ଆପୋଶ ମିଳାମିଶା ହୋଇ ଯାଆନ୍ତୁ । ତା ପରେ ସବୁ ସମାଧାନ ହୋଇଯିବ । ମୁଁ ବି ସମାଧାନ କରିବାକୁ ପ୍ରସ୍ତୁତ । ମୁଁ ବିବାଦୀୟ ଲୋକ ନୁହେଁ ।" ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details