ଓଡିଶା

odisha

By

Published : Oct 5, 2022, 1:02 PM IST

ETV Bharat / videos

ମହମାୟାଙ୍କ ମହାନବମୀ ପୂଜା, ପୂଜା ମଣ୍ଡପରେ ଖଚାଖଚ ଭିଡ

ଜଗତସିଂହପୁର : ଜଗତସିଂହପୁରରେ ମାଆ ଦୁର୍ଗାଙ୍କ ନବମୀ ପୂଜା। ଜମୁଛି ମହାମୟୀଙ୍କ ମହାନବମୀ ପୂଜା । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଜମୁଛି ପୂଜା ମଣ୍ଡପ । ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପାର୍ବଣର ପୂଜା ଧୀରେ ଧୀରେ ସରି ଆସୁଥିବା ବେଳେ ସେତିକି ପରିମାଣରେ ଭିଡ଼ ଜମିବାରେ ଲାଗୁଛି। ଆଜି ଦିନ ତମାମ ଲଗାଣ ବର୍ଷା ଫଳରେ ପୂଜା ମଣ୍ଡପ ଗୁଡ଼ିକରେ ସେତେଟା ଭିଡ଼ ଦେଖିବାକୁ ମିଳିନଥିଲା । ହେଲେ ସନ୍ଧ୍ୟା ସମୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details