ଓଡିଶା

odisha

ଆଜି ମହମାୟୀଙ୍କ ମହାନବମୀ, ଦେଖନ୍ତୁ ମାଆଙ୍କ ଆଳତୀ

By

Published : Oct 4, 2022, 9:13 PM IST

କଟକ : ଆଜି ପବିତ୍ର ମହା ନବମୀ । ଏହି ଅବସରରେ ସହରର ସମସ୍ତ ପୂଜା ମଣ୍ଡପରେ ମହାନବମୀ ପୂଜା ଚାଲିଛି ।ତେବେ ମହମାୟାଙ୍କ ପୂଜା ପାଇଁ ପ୍ରକମ୍ପିତ ହୋଇ ଉଠିଛି ସମସ୍ତ ପୂଜା ମଣ୍ଡପ । ପାଗରେ ପରିବର୍ତ୍ତନ ଆସିଛି । ମାଆଙ୍କ କୃପାରୁ ବର୍ଷା ଛାଡି ଯାଇଛି। ଭଲ ପାଗ ଦେଇଥିବାରୁ ମଣ୍ଡପ ଦର୍ଶନ ପାଇଁ ଭକ୍ତମାନଙ୍କ ପ୍ରବଳ ଭିଡ । ତେବେ ଦେଖନ୍ତୁ ମହମାୟାଙ୍କ ମହାଆଳତୀ । ଇଟିଭି ଭାରତ, କଟକ

ABOUT THE AUTHOR

...view details