ସିଦ୍ଧେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡୀ
କଟକ:ଚାଲିଛି ପାର୍ବଣ ଋତୁ । ଏହି ଉପଲକ୍ଷେ ଆଶ୍ୱିନ ଷୋଡଶଦିନାତ୍ମକ ଷୋଡଶ ପୂଜାର ତୃତୀୟ ଦିନରେ ମାଆ କଟକ ଚଣ୍ଡୀ ଅପୂର୍ବ ଦିବ୍ୟ ଲାବଣ୍ୟମୟୀ ସିଦ୍ଧେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି । ଯାହାକୁ ଦର୍ଶନ କରିବା ପାଇଁ କଟକର କୋଣ ଅନୁକୋଣରୁ ଛୁଟୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ । ଦୀପ ଧୂପ ହୁଳହୁଳିରେ କମ୍ପୁଛି ମାଆ କଟକ ଚଣ୍ଡୀ ମନ୍ଦିର । ଇଟିଭି ଭାରତ, କଟକ
TAGGED:
Cuttack news