ଓଡିଶା

odisha

RathaJatra: ଜନ୍ମବେଦୀକୁ ବିଜେ କଲେ ବଡ଼ଭାଇ ବଳଭଦ୍ର

By

Published : Jul 2, 2022, 10:52 PM IST

ପୁରୀ: ମସ୍ତକରେ ଟାହିଆ, ପାରମ୍ପରିକ ବାଦ୍ୟର ତାଳେ ତାଳେ ପ୍ରଭୁ ଶ୍ରୀ ବଳଭଦ୍ର ଗୋଟି ପହଣ୍ଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି । ଜନ୍ମବେଦୀକୁ ବିଜେ କଲେ ବଡ଼ଭାଇ ବଳଭଦ୍ର । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ଖଣ୍ଡମଣ୍ଡଳ ।

ABOUT THE AUTHOR

...view details