ଓଡିଶା

odisha

ETV Bharat / videos

Watch Video: ଚାହୁଁ ଚାହୁଁ ୪ ଯୁବକଙ୍କ ଉପରେ ମାଡିଗଲା କାର୍ - ଧକ୍କା ଦେଲେ ଚାରି ଯୁବକଙ୍କୁ

By

Published : Jun 1, 2022, 9:27 PM IST

ଭୋପାଳ : ମଧ୍ୟପ୍ରଦେଶର ଗ୍ବାଲିଅର ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ କାର ଚାଳକ ବେପରୁଆ ଭାବେ କାର ଚଳାଇ ରାସ୍ତାରେ ଠିଆ ହୋଇଥିବା ଚାରିଜଣ ଯୁବକଙ୍କୁ ଧକ୍କା ଦେଇଛି । ଏହି ଘଟଣାରେ ଉକ୍ତ ଚାରି ଯୁବକ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାର ପୁରା ଦୃଶ୍ୟ ଏକ ସିସିଟିଭି ଫୁଟେଜରେ କଏଦ୍ ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details