ଓଡିଶା

odisha

ETV Bharat / videos

ଆଖି ପିଛୁଳାକେ ଯୁବକଙ୍କୁ ହାଣିଦେଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ... - man murder in karnatak

By

Published : Feb 10, 2020, 11:43 AM IST

ବେଙ୍ଗାଲୁରୁ: ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ପରିମଲ ଶ୍ୟାମଙ୍କ କାର ଡ୍ରାଇଭର ସୁନିଲଙ୍କୁ ଦୁର୍ବୃତ୍ତମାନେ ଗତ ରବିବାର ହତ୍ୟା କରିଛନ୍ତି । ଏଭଳି ଅଭାବନାୟ ଘଟଣା ଘଟିଛି କର୍ଣ୍ଣାଟକର ମେରା ଜିଲ୍ଲାର ଅନ୍ଥାରସାନ୍ଥେ ଗ୍ରାମର ଏଚଡି କୋର୍ଟ ଠାରେ । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରବିକୁ ପୋଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୋଲିସ ସାମ୍ନାରେ ନିଜର ଦୋଷ ସ୍ବୀକାର କରିଛି । ଏପଟେ ଅବୈଧ ସମ୍ପର୍କ ନେଇ ରବି ସୁନିଲକୁ ହତ୍ୟା କରିଥିବା କହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details