ଓଡିଶା

odisha

ETV Bharat / videos

Good Video: ବଢୁଛି ତାତି, ନଭି ମୁମ୍ବାଇରେ ପହଞ୍ଚିଲେଣି ବିଦେଶୀ ଅତିଥି - ମୁମ୍ବାଇରେ ବିଦେଶାଗତ ପକ୍ଷୀ ଆଗମନ

By

Published : Apr 26, 2022, 11:09 AM IST

ମୁମ୍ବାଇ: ନଭି ମୁମ୍ବାଇରେ ଭିଡ ଜମାଇଛନ୍ତି ବିଦେଶୀ ଅତିଥି । ଗ୍ରୀଷ୍ମଋତୁରେ ହଜାର ହଜାର ସଂଖ୍ୟକ ବିଦେଶାଗତ ପକ୍ଷୀ ନଭି ମୁମ୍ବାଇ ଠାରେ ପହଞ୍ଚିଛନ୍ତି । ସମୁଦ୍ର ପକ୍ଷୀ, ଫ୍ଲାମିଙ୍ଗୋ ଭଳି ବିଭିନ୍ନ ବିଦେଶୀ ପକ୍ଷୀଙ୍କୁ ଏଠାରେ ଦେଖିବାକୁ ମିଳିଛି । ବିଦେଶୀ ଅତିଥିଙ୍କ ଆଗମନ ଅଞ୍ଚଳର ସୌନ୍ଦର୍ଯ୍ୟ ବହୁଗୁଣିତ କରିଛି ।

ABOUT THE AUTHOR

...view details